ଅନାଲମ୍ବ Anālamba

  • ସଂ. ବିଣ. (ବହୁବ୍ରୀହି; ନ+ଆଲମ୍ବ) — ଯାହାର ଢିରା ନାହିଁ — Unsupported; without any stay or support
  • ସଂ. ବି. (ନଞ ତତ୍) — ଆଲମ୍ବ ବା ଢିରାର ଅଭାବ — Want of support or prop