ଅନାରତ Anārata

  • ସଂ. ବିଣ. (ବହୁବ୍ରୀହି; ନ+ଆରତ=ବିଶ୍ରାମ) — ଅବିଶ୍ରାନ୍ତ; ନିରାନ୍ତର — Uninterrupted
  • ସଂ. କ୍ରି. ବିଣ — ସର୍ବଦା; ନିରନ୍ତର — Always
  • ସଂ. କ୍ରି. ବିଣ — ଅବିଶ୍ରାନ୍ତରୂପେ — Uninterruptedly