ଅନାରୋଗ୍ୟକର Anārogyakara

  • ସଂ. ବି. (ଅନାରୋଗ+କୃ ଧାତୁ+କର୍ତ୍ତୃ. ଅ) — ଯାହା ରୋଗ ଘଟାଏ — Causing sickness
  • ସଂ. ବି. (ଅନାରୋଗ+କୃ ଧାତୁ+କର୍ତ୍ତୃ. ଅ) — ଅସ୍ୱାସ୍ଥ୍ୟକର — Unhealthy