ଅନାରଦାନା Anāradānā

  • ବୈଦେ. ବି. (ଫା. ଅନାର୍+ଦାନା=କ୍ଷୁଦ୍ର ମଞ୍ଜି) — ଡାଳିମ୍ବର ମଞ୍ଜି — Seed of pomegranate
  • ବୈଦେ. ବି. (ଫା. ଅନାର୍+ଦାନା=କ୍ଷୁଦ୍ର ମଞ୍ଜି) — ଘଡ଼ିବାଣ — A sort of fire work