ଅନାୟୁଷ୍ୟ Anāyushya

  • ସଂ. ବିଣ. (ନ+ଆୟୁଷ୍ୟ) — ଆୟୁଃ ପକ୍ଷରେ ଅହିତକର; ଆୟୁଃକ୍ଷୟକର (ଯଥା—ଅତିଭୋଜନ, ଦିବା— ନିଦ୍ରା, ରାତ୍ରି ଜାଗରଣ, ଦିବା ମୈଥୁନ) — Tending to shorten life; fatal to long life