ଅନାଥା Anāthā

  • ସଂ. ବିଣ. ସ୍ତ୍ରୀ. (ଅନାଥ+ଆ) — ଅନାଥର ସ୍ତ୍ରୀଲିଙ୍ଗ — Feminine of Anātha
  • ସଂ. ବି. ସ୍ତ୍ରୀ — ଅସହାୟା ସ୍ତ୍ରୀ — A helpless woman
  • ସଂ. ବି. ସ୍ତ୍ରୀ — ପିତୃମାତୃହୀନା ବାଳିକା — An orphan girl
  • ସଂ. ବି. ସ୍ତ୍ରୀ — ବିଧବା — A widow