ଅନାଦର Anādara

  • ସଂ. ବି. (ନଞ ତତ୍; ନ+ଆଦର) — ଅଯତ୍ନ; ଆଦରର ଅଭାବ — Want of care; neglect
  • ସଂ. ବି. (ନଞ ତତ୍; ନ+ଆଦର) — ଅସମ୍ମାନ; ଅମର୍ଯ୍ୟାଦା — Disrespect; discourtesy; irreverence
  • ସଂ. ବି. (ନଞ ତତ୍; ନ+ଆଦର) — ଉପେକ୍ଷା — Disregard
  • ସଂ. ବି. (ନଞ ତତ୍; ନ+ଆଦର) — ତିରଷ୍କାର — Abuse