ଅନାଥାଶ୍ରମ Anāthāṡrama

  • ସଂ. ବି. ( 6 ଷ୍ଠୀ ତତ୍; ଅନାଥ+ଆଶ୍ରମ) — ପିତୃମାତୃହୀନ ବାଳକ ବାଳିକାମାନଙ୍କୁ ଶିକ୍ଷା ଦେବା ଓ ପୋଷିବା ପାଇଁ ପ୍ରତିଷ୍ଠିତ ଆଶ୍ରମ — An orphanage
  • ସଂ. ବି. ( 6 ଷ୍ଠୀ ତତ୍; ଅନାଥ+ଆଶ୍ରମ) — ଗରିବ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କୁ ଆଶ୍ରୟ ଦେବା ସ୍ଥାନ — A poor-house