ଅନାଥପିଣ୍ଡଦ Anāthapiṇḍada

  • ସଂ. ବି. ପୁଂ. (ଅନାଥ+ପିଣ୍ଡ+ଦା ଧାତୁ+କର୍ତ୍ତୃ. ଅ; ଯେ ଦୁଃଖୀ ଗରିବମାନଙ୍କୁ ଅନ୍ନ ଦେଇ ପୋଷୁ ଥିଲେ) — ଶାକ୍ୟମୁନି ବା ବୁଦ୍ଧଙ୍କର ଜନୈକ ଭକ୍ତ ଶେଠ; ଏହାଙ୍କ ବଗିଚାରେ ବୁଦ୍ଧ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ — Name of a merchant-devotee of the Buddha