ଅନାଗତ Anāgata

  • ସଂ. ବିଣ. (ନ+ଆଗତ) — ପହଞ୍ଚି ନ ଥିବା — Not yet arrived
  • ସଂ. ବିଣ. (ନ+ଆଗତ) — ଆସି ନ ଥିବା — Not come
  • ସଂ. ବିଣ. (ନ+ଆଗତ) — ଅବଧି ଘଟି ନ ଥିବା — Not yet happened
  • ସଂ. ବିଣ. (ନ+ଆଗତ) — ଅପ୍ରାପ୍ତ — Not yet attained
  • ସଂ. ବିଣ. (ନ+ଆଗତ) — ଭବିଷ୍ୟତ — Future
  • ସଂ. ବିଣ. (ନ+ଆଗତ) — ତୁମ୍ଭ ପ୍ରସାଦରୁ ଅତୀତ ଅନାଗତ, ବର୍ତ୍ତମାନ ରହିଅଛି ଏ ଜଗତ। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।
  • ସଂ. ବିଣ. (ନ+ଆଗତ) — ଅଜ୍ଞାତ — Unknown
  • ସଂ. ବିଣ. (ନ+ଆଗତ) — ଅପଠିତ — Unlearnt
  • ସଂ. ବି — ଭବିଷ୍ୟତ — The future