ଅନାଗତାର୍ତ୍ତବା Anāgatārttabā

  • ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; ଅନାଗତ+ଆର୍ତ୍ତବ+ ସ୍ତ୍ରୀ. ଆ) — ଋତୁମତୀ ହୋଇ ନ ଥିବା (ବାଳିକା) — (a girl) Who has not yet attained to puberty
  • ସଂ. ବି. ସ୍ତ୍ରୀ — ଅଋତୁମତୀ ବାଳିକା — An unmenstruated girl