ଅନାଗତବିଧାତା Anāgatabidhātā

  • ସଂ. ବିଣ. ପୁଂ. ( 4 ର୍ଥୀ ତତ୍; ଅନାଗତ+ବିଧାତୃ 1 ମ. 1 ବ.) — ଯେ ଭବିଷ୍ୟତ ପାଇଁ ଉପାୟ ସଂସ୍ଥାନ କରେ — Providing for future; provident
  • ସଂ. ବି — ପଞ୍ଚତନ୍ତ୍ରୋକ୍ତ ମାଛର ନାମ — Name of a fish in a story of the the Pan̄chatantra