ଅନାକାଳଭୃତ Anākāḻbhṛuta

  • ସଂ. ବି. ପୁଂ. — ଦୁର୍ଭିକ୍ଷ ସମୟରେ ପେଟ ବିକଳରେ ନିଜ ଇଚ୍ଛାରେ ପର ପାଖେ ମୁଣ୍ଡ ବିକିଥିବା ଦାସ — A slave who became so voluntarily to avoid starvation in a time of scarcity