ଅନାଉଣି Anāuṇi

  • ଦେ. ବି — ଦୃଷ୍ଟିପକାଇବା; ଚାହିଁବା — Looking at
  • ଦେ. ବି — ଘସ୍ରନାଥନନ୍ଦନା, ଅନାଉଣି କି ମନା କରୁ ଯେ ଥାଇଁ ହଟି ଚାହିଁଲୁରେ। କବିସୂର୍ଯ୍ୟ, କିଶୋରୀଚମ୍ପୂ—ଘ ଗୀତ।
  • ଦେ. ବି — ଚାହାଣି; ଚାହିଁବାର ଛଟକ — Mode of glancing; glance
  • ଦେ. ବି — ଆଜତ ଅନାଉଣି ନୂଆରେ ପ୍ରାଣ ବନ୍ଧୁଆ। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. ବି — ଦର୍ଶନ; ଦୃଷ୍ଟି — Look; sight
  • ଦେ. ବି — ମନା ନକର ହିତ, ଅନାଦରରହିତ ଅନାଉଣି ନିରତ ଚୁନା କରୁ ଦୁରିତ। କବିସୂର୍ଯ୍ୟ, କିଶୋରୀଚମ୍ପୂ. କ୍ଷ ଗୀତ।