ଅନାଇଁ Anāiñ
- ଦେ. ଅ. (ଅନାଇଁବା କ୍ରିୟାର ଅସମାପିକା ରୂପ; ଅବ୍ୟୟ ରୂପେ ବ୍ୟବହୃତ) — (ଅମୁକକୁ) ଚାହିଁ; ଅନୁରୂପ; ଅନୁସାରେ — According to
- ଦେ. ଅ. (ଅନାଇଁବା କ୍ରିୟାର ଅସମାପିକା ରୂପ; ଅବ୍ୟୟ ରୂପେ ବ୍ୟବହୃତ) — ଗନ୍ଧର୍ବମାନଙ୍କର ବଳକୁ ଅନାଇଁ ପାର୍ଥ ଦିବ୍ୟ ଅସ୍ତ୍ର ପ୍ରୟୋଗ କଲେ ତହିଁ। କୃଷ୍ଣସିଂହ, ମହାଭାରତ, ବନ।