ଅନହୁତି Anahuti
- ଦେ. ବିଣ. (ସଂ. ଅନାହୂତ; ଅହେତୁକ) — ଅହେତୁକ — Groundless
- ଦେ. ବିଣ. (ସଂ. ଅନାହୂତ; ଅହେତୁକ) — ଅମୂଳକ — Unfounded
- ଦେ. ବିଣ. (ସଂ. ଅନାହୂତ; ଅହେତୁକ) — ଅପ୍ରତ୍ୟାଶିତ — Unexpected
- ଦେ. ବିଣ. (ସଂ. ଅନାହୂତ; ଅହେତୁକ) — ଅପ୍ରଣୋଦିତ — Unprovoked
- ଦେ. ବିଣ. (ସଂ. ଅନାହୂତ; ଅହେତୁକ) — ହଠାତ୍ ଘଟିବା — Sudden
- ଦେ. ବିଣ. (ସଂ. ଅନାହୂତ; ଅହେତୁକ) — ବୃଥା — vain
- ଦେ. ଅ — ଅପ୍ରତ୍ୟାଶିତରୂପେ — Unexpectedly
- ଦେ. ଅ — ହଠାତ୍ — Suddenly
- ଦେ. ଅ — ଅକାରଣ; ବିନାକାରଣରେ — Without any assignable cause or justification
- ଦେ. ଅ — ବୃଥାରେ — In vain