ଅନଶନ Anaṡana

  • ସଂ. ବି. (ନ+ଅଶନ) — ନ ଖାଇବା; ଅଭୋଜନ — Starvation
  • ସଂ. ବି. (ନ+ଅଶନ) — ଉପବାସ — Fasting
  • ସଂ. ବି. (ନ+ଅଶନ) — ପର ଉପରେ ଦାଉ ସାଧିବା ପାଇଁ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଓପାସ ରହିବା — Fasting as a form of suicide from vindictive motives (M.W.)
  • ସଂ. ବିଣ. ପୁଂ. (ବହୁବ୍ରୀହି) — ନିରାହାର — Starved
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଉପବାସୀ — Fasting
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଖାଉ ନ ଥିବା — Not eating