ଅନସୂୟ Anasūya

  • ସଂ. ବିଣ. ପୁଂ. (ବହୁବ୍ରୀହି; ନ+ଅସୂୟା) — ଅସୂୟାଶୂନ୍ୟ; ଯାହାର ଅହନ୍ତା ନାହିଁ — Not envious; not spiteful
  • ସଂ. ବିଣ. ପୁଂ. (ବହୁବ୍ରୀହି; ନ+ଅସୂୟା) — ରୋଷହୀନ — Free from anger