ଅନଳ୍ପ Anaḻpa

  • ସଂ. ବିଣ. (ନ+ଅଳ୍ପ) — ଯାହା ଅଳ୍ପ ନୁହେ; ଅସାମାନ୍ୟ — Not a little
  • ସଂ. ବିଣ. (ନ+ଅଳ୍ପ) — ଅଧିକ — Much
  • ସଂ. ବିଣ. (ନ+ଅଳ୍ପ) — ଅଧିକ ସଂଖ୍ୟକ — Numerous
  • ସଂ. ବିଣ. (ନ+ଅଳ୍ପ) — ବଡ଼ — Great