ଅନଶ୍ନାନ Anaṡnāna

  • ସଂ. ବିଣ. ପୁଂ. (ନ+ଅଶ ଧାତୁ+ଆନ) — ଖାଉ ନ ଥିବା — Not eating (M.W.)
  • ସଂ. ବିଣ. ପୁଂ. (ନ+ଅଶ ଧାତୁ+ଆନ) — ଉପବାସ କରିଥିବା — Fasting