ଅନଳପ୍ରଭା Anaḻaprabhā
- ସଂ. ବିଣ. ସ୍ତ୍ରୀ (ଅନଳପ୍ରଭ+ଆ) — ଅନଳପ୍ରଭର ସ୍ତ୍ରୀଲିଙ୍ଗ — Feminine or Anaḻaprabha
- ସଂ. ବି — ବିଦ୍ୟୁତ୍ — Lightning
- ସଂ. ବି — ଜ୍ୟୋତିଷ୍ମତୀ ଲତା; ଫୁଟିଫୁଟିକା ଗୁଳ୍ମ — A phosphorescent plant; Hali cacabum Cardiospermum
- ସଂ. ବି — ( 6 ଷ୍ଠୀ ତତ୍) ଅଗ୍ନିର ଆଭା ବା ତେଜ — (6ଷ୍ଠୀ ତତ୍) ଅଗ୍ନିର ଆଭା ବା ତେଜ— . Radiance of fire