ଅନନୁମତ Ananumata

  • ସଂ. ବିଣ (ନ+ଅନୁମତ) — ଯାହା ମତ ଅନୁଯାୟୀ ନୁହେ; ଇଚ୍ଛାବିରୁଦ୍ଧ — Against one's wish
  • ସଂ. ବିଣ (ନ+ଅନୁମତ) — ନ ଅନୁମୋଦିତ — Disapproved; not liked
  • ସଂ. ବିଣ (ନ+ଅନୁମତ) — ଅନୁପଯୁକ୍ତ — Unfit