ଅନନୁକରଣୀୟ Ananukaraṇīya

  • ସଂ. ବିଣ (ନ+ ଅନୁକରଣୀୟ) — ଯାହାକୁ କେହି ଅନୁକରଣ କରି ନ ପାରେ — Inimitable
  • ସଂ. ବିଣ (ନ+ ଅନୁକରଣୀୟ) — ଯାହା ଅନୁକରଣ କରିବା ଅନୁଚିତ — Not fit to be imitated or followed