ଅନନୁଜ୍ଞାତ Ananujn̄āta

  • ସଂ. ବିଣ (ନ+ ଅନୁଜ୍ଞାତ) — ଯାହା ଅନୁଜ୍ଞାତ ହୋଇ ନ ଥାଏ; ଯହିଁଙ୍କର ଅନୁମତି ମିଳି ନ ଥାଏ — Not permitted
  • ସଂ. ବିଣ (ନ+ ଅନୁଜ୍ଞାତ) — ଅନାଦିଷ୍ଟ; ଅନାହୂତ; ଅନନୁରୁଦ୍ଧ — Unasked
  • ସଂ. ବିଣ (ନ+ ଅନୁଜ୍ଞାତ) — ଅସ୍ୱୀକୃତ — Denied