ଅନନୁଗୁଣତା Annanuguṇatā

  • ସଂ. ବି. — ରଚନାରେ ଶବ୍ଦଦୋଷବିଶେଷ; ବାକ୍ୟରେ ରସପ୍ରତିକୂଳ ବର୍ଣ୍ଣପ୍ରୟୋଗ (ଯଥା—କରିଛୁ ଖର୍ବ ସୁପର୍ବ ପର୍ବସୁଧାଂଶୁମୁଖୀଗଣଙ୍କ ଗର୍ବ ସର୍ବାଂସହାରେ କେ ରହିବ ମାନି—କୁଳମଣି ଦାଶ।) — A defect in composition