ଅଧୀତୀ Adhītī

  • ସଂ. ବି. ଫୁ. (ଅଧୀତ+ଇନ୍; 1 ମା. 1 ବ.) — ଛ୍ରାତ୍ର; ଶିଷ୍ୟ; ବିଦ୍ୟାର୍ଥୀ — Student; pupil; scholar
  • ସଂ. ବି. ଫୁ. (ଅଧୀତ+ଇନ୍; 1 ମା. 1 ବ.) — ନିର୍ଦ୍ଦିଷ୍ଟ ପାଠକ୍ରମ ସମାପ୍ତକରିଥିବା ଛ୍ରାତ୍ର — A graduate; a student who has completed a course of studies
  • ସଂ. ବିଣ. ପୁଂ — ଉତ୍ତମରୂପେ ଶିକ୍ଷିତ — Well-read; well versed in
  • ସଂ. ବିଣ. ପୁଂ — ବିଦ୍ୟାରେ ପାରଦର୍ଶୀ — Proficient in
  • ସଂ. ବିଣ. ପୁଂ — ମୁହଁରେ ଘୋଷୁଥିବା — Muttering; engaged in repeating (texts)