ଅଧୀନସ୍ଥ Adhīnastha

  • ଦେ. ବିଣ. (ବ୍ୟାକରଣ ନିୟମାନୁସାରେ ଏ ଶବ୍ଦଟି ଅଶୁଦ୍ଧ ହେଲେହେଁ ଶିକ୍ଷିତମାନଙ୍କ ଲେଖାରେ ଦେଖାଯାଏ) — ବଶବର୍ତ୍ତୀ — Subservient
  • ଦେ. ବିଣ. (ବ୍ୟାକରଣ ନିୟମାନୁସାରେ ଏ ଶବ୍ଦଟି ଅଶୁଦ୍ଧ ହେଲେହେଁ ଶିକ୍ଷିତମାନଙ୍କ ଲେଖାରେ ଦେଖାଯାଏ) — ଅଧିକାରରେ ସ୍ଥିତ — Under the authority or control of
  • ଦେ. ବିଣ. (ବ୍ୟାକରଣ ନିୟମାନୁସାରେ ଏ ଶବ୍ଦଟି ଅଶୁଦ୍ଧ ହେଲେହେଁ ଶିକ୍ଷିତମାନଙ୍କ ଲେଖାରେ ଦେଖାଯାଏ) — ନିମ୍ନସ୍ଥ — Subordinate