ଅଧିସ୍ତ୍ରୀ Adhistrī

  • ସଂ. ବି. ସ୍ତ୍ରୀ. (ଅଧୀ+ସ୍ତ୍ରୀ) — ଉତ୍କୃଷ୍ଟା ସ୍ତ୍ରୀ — A superior women
  • ସଂ. ବି. ସ୍ତ୍ରୀ. (ଅଧୀ+ସ୍ତ୍ରୀ) — ପ୍ରସିଦ୍ଧା ସ୍ତ୍ରୀ — A distinguished lady
  • ସଂ. ଅ. (ସ୍ତ୍ରୀକୁ ଅଧିକାର କରି) — ସ୍ତ୍ରୀସମ୍ବନ୍ଧୀୟ — Concerning a woman (Apte)