ଅଧୀତବିଦ୍ୟ Adhītabidya

  • ସଂ. ବି. ପୁଂ (ବହୁବ୍ରୀହି; ଅଧୀତ+ବିଦ୍ୟା) — କୃତବିଦ୍ୟ; ସମାପ୍ତବିଦ୍ୟ; ଯେ ପାଠପଢ଼ା ଶେଷ କରିଛନ୍ତି — One who has finished his studies
  • ସଂ. ବି. ପୁଂ (ବହୁବ୍ରୀହି; ଅଧୀତ+ବିଦ୍ୟା) — ଶିକ୍ଷିତ — Educated; cultured
  • ସଂ. ବି. ପୁଂ (ବହୁବ୍ରୀହି; ଅଧୀତ+ବିଦ୍ୟା) — ଯେ ବେଦ ପଢ଼ିଅଛି — One who has studied the Bedas