ଅଧିଶ୍ରୀ Adhiṡri

  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି; ଅଧି+ଶ୍ରୀ) — ମହାମହିମ — Of exalted dignity
  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି; ଅଧି+ଶ୍ରୀ) — ଖୁବ୍ ଧନୀ — Very rich
  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି; ଅଧି+ଶ୍ରୀ) — ଅଧିରାଜ — Soverign; lord (Apte)