ଅଧିଷ୍ଠାନ ଶରୀର Adhishṭhāna ṡarīra

  • ସଂ. ବି. (ଦର୍ଶନ) — ସ୍ଥୂଳ ଶରୀର ଓ ସୂକ୍ଷ୍ମଶରୀର ମଧ୍ୟ- ବର୍ତ୍ତୀ ଶରୀର; ମୃତ୍ୟୁ ପରେ ପିତୃ— ଲୋକରେ ଯେଉଁ ସୂକ୍ଷ୍ମଶରୀରରେ ଆତ୍ମା ବାସକରେ — (philosophy) A body which is the medium between the gross body and the subtle body