ଅଧିଶ୍ରୟ Adhiṡraya
- ସଂ. ବି. (ଅଧି+ଶ୍ରି ଧାତୁ+ଭାବ. ଅ) — ପାକାର୍ଥ ହାଣ୍ଡି ଆଦିକୁ ଚୁଲି ଉପରେ ବସାଇବା; ଚୁଲିରେ ଚଢ଼ାଇବା — Placing (a pot etc) on the fire to boil
- ସଂ. ବି. (ଅଧି+ଶ୍ରି ଧାତୁ+ଭାବ. ଅ) — ପାକ କରଣ; ରନ୍ଧନ — Cooking; boiling
- ସଂ. ବି. (ଅଧି+ଶ୍ରି ଧାତୁ+ଭାବ. ଅ) — ଅଧାର; ପାତ୍ର — Receptacle