ଅଧିଷ୍ଠାତା Adhishṭhātā

  • ସଂ. ବିଣ. ପୁଂ (ଅଧି=ଉପରେ+ ସ୍ଥା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ସନ୍ନିଧିରେ ଥିବା — Standing or being near
  • ସଂ. ବିଣ. ପୁଂ (ଅଧି=ଉପରେ+ ସ୍ଥା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ଅବସ୍ଥିତ — Staying
  • ସଂ. ବିଣ. ପୁଂ (ଅଧି=ଉପରେ+ ସ୍ଥା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ଯେ କୌଣସି ଅନୁଷ୍ଠାନର ତତ୍ତ୍ୱାବଧାରକରୂପେ ଥାଏ; ତନଖି କରୁଥିବା; ଦେଖାଶୁଣା କଲାବାଲା — Supervising; superintending; directing
  • ସଂ. ବିଣ. ପୁଂ (ଅଧି=ଉପରେ+ ସ୍ଥା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ପରିଚାଳନ କରିଥିବା — Guiding; directing
  • ସଂ. ବିଣ. ପୁଂ (ଅଧି=ଉପରେ+ ସ୍ଥା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ନିୟାମକ — Regulating; controling
  • ସଂ. ବିଣ. ପୁଂ (ଅଧି=ଉପରେ+ ସ୍ଥା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ଅଧିକାରୀ; କୌଣସି ଅନୁଷ୍ଠାନ ପରାଚାଳନ ପାଇଁ ଭାର ପ୍ରାପ୍ତ — Presiding over; being in charge
  • ସଂ. ବିଣ. ପୁଂ (ଅଧି=ଉପରେ+ ସ୍ଥା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ଅଭିଭାବକ ରୂପେ ଅବସ୍ଥିତ — Tutelary
  • ସଂ. ବିଣ. ପୁଂ (ଅଧି=ଉପରେ+ ସ୍ଥା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ବାସକାରୀ; ନିବାସକରୁଥିବା — Dwelling; residing
  • ସଂ.ବି. — ତତ୍ତ୍ୱାବଧାରକ ବ୍ୟକ୍ତି — Superintendent; supervisor
  • ସଂ.ବି. — ନିଆଁ ପକାଇବା ବ୍ୟକ୍ତି; ପ୍ରତିଷ୍ଠାକାରୀ ବ୍ୟକ୍ତି — Founder
  • ସଂ.ବି. — ଅନୁଷ୍ଠାନର ଅଧିପତି ବା ମୁଖ୍ୟବ୍ୟକ୍ତି — President or head of an institution
  • ସଂ.ବି. — ଅଧିପତି; ଅଧିକାରୀ — Principal; chief