ଅଧିଭୂତ Adhibhūta

  • ସଂ. ବି. (ଅଧି+ଭୂତ) — ପଞ୍ଚଭୂତର ନଶ୍ୱର ଦେହ — The perishable material body (consisting of the five elements.)
  • ସଂ. ବି. (ଅଧି+ଭୂତ) — ସୃଷ୍ଟିରେ ଥିବା ଯାବତୀୟ ପ୍ରାଣହୀନ ସୃଷ୍ଟ ବସ୍ତୁ — The whole inanimate Creation
  • ସଂ. ବି. (ଅଧି+ଭୂତ) — ପରମାତ୍ମା ଏବଂ ତାଙ୍କର ପ୍ରକାଶ — The Supreme Being and His exhibition
  • ସଂ. ବି. (ଅଧି+ଭୂତ) — ଏ ଦେହରେ ଅନୁକ୍ଷଣେ କରଇ ଯେ ବାସ, ଅଧିଭୂତ ବୋଲି ତାଙ୍କୁ ଶୁଣ ପଣ୍ଡୁ ଶିଷ। ପୀତାମ୍ବର, ନୃସିଂହପୁରାଣ, 7 ମ। — ଏ ଦେହରେ ଅନୁକ୍ଷଣେ କରଇ ଯେ ବାସ, ଅଧିଭୂତ ବୋଲି ତାଙ୍କୁ ଶୁଣ ପଣ୍ଡୁ ଶିଷ ପୀତାମ୍ବର, ନୃସିଂହପୁରାଣ,7ମ