ଅଧିବିନ୍ନା Adhibinnā

  • ସଂ. ବି. ସ୍ତ୍ରୀ—(ଅଧି+ବିଦ ଧାତୁ+କର୍ମ. ତ+ସ୍ତ୍ରୀ. ଆ) — ଦୁଇଥର ବିବାହ କରିଥିବା ସ୍ୱାମୀର ପ୍ରଥମ ପକ୍ଷୀୟା ସ୍ତ୍ରୀ; ଅଧ୍ୟୂଢ଼ା — The superseded or first wife of a twice married person
  • ସଂ. ବି. ସ୍ତ୍ରୀ—(ଅଧି+ବିଦ ଧାତୁ+କର୍ମ. ତ+ସ୍ତ୍ରୀ. ଆ) — [ଦ୍ର—ସ୍ମତି ଅନୁସାରେ ସ୍ତ୍ରୀ ସୁରାପା, ବ୍ୟାଧିତା, ଅତିବ୍ୟୟଶୀଳା, ହିଂସ୍ରା ଧୂର୍ତ୍ତା, ବନ୍ଧ୍ୟା, ମୃତବତ୍ସା, ଅପ୍ରିୟମ୍ବଦା, ସ୍ୱାମୀଦ୍ୱେଷିଣୀ ଓ କେବଳ କନ୍ୟାପ୍ରସୂ ହେଲେ ସ୍ୱାମୀ ଦ୍ୱିତୀୟ ସ୍ତ୍ରୀ ବିବାହ କରି ପାରିବେ। ମନୁ— 9 —( 80 — 83 )—ଯାଜ୍ଞବଲ୍କ୍ୟ— 1 ( 73 — 74 )] — [ଦ୍ର—ସ୍ମତି ଅନୁସାରେ ସ୍ତ୍ରୀ ସୁରାପା, ବ୍ୟାଧିତା, ଅତିବ୍ୟୟଶୀଳା, ହିଂସ୍ରା ଧୂର୍ତ୍ତା, ବନ୍ଧ୍ୟା, ମୃତବତ୍ସା, ଅପ୍ରିୟମ୍ବଦା, ସ୍ୱାମୀଦ୍ୱେଷିଣୀ ଓ କେବଳ କନ୍ୟାପ୍ରସୂ ହେଲେ ସ୍ୱାମୀ ଦ୍ୱିତୀୟ ସ୍ତ୍ରୀ ବିବାହ କରି ପାରିବେ ମନୁ—9—(80—83)—ଯାଜ୍ଞବଲ୍କ୍ୟ—1(73—74)]