ଅଧିବେଶନ Adhibeṡana

  • ସଂ. ବି—(ଅଧ୍ୱ+ବିଶ ଧାତୁ+ଭାବ. ଅନ) — ସଭାର ବଇଠକି, ସଭାସ୍ଥଳରେ ସଭ୍ୟମାନଙ୍କର ମିଳନ — Session of a Meeting