ଅଧିମାଂସକ Adhimāṁsaka

  • ସଂ. ବି. (ଅଧି+ମାଂସ+କ) — ଦାନ୍ତପାଟି ଫୁଲା, ପୀଡ଼ା ଓ ଲାଳ ଗଡ଼ିବା ମହା, ଶୋଥ ରୋଗ (ସୁଶ୍ରୁତ) — A sort of cancer on the back of the gums