ଅଧରୀକୃତ Adharīkṛuta
- ସଂ. ବିଣ. (ଅଧର+ଅଭୂତ ତଦ୍ଭାବେ. ଈ+ କୃ ଧାତୁ+କର୍ମ. ତ) — ପରାଜିତ — Defeated; worsted
- ସଂ. ବିଣ. (ଅଧର+ଅଭୂତ ତଦ୍ଭାବେ. ଈ+ କୃ ଧାତୁ+କର୍ମ. ତ) — ଯାହାକୁ ଅନ୍ୟ ଲୋକ ବଳି ଯାଏ — Surpassed; excelled
- ସଂ. ବିଣ. (ଅଧର+ଅଭୂତ ତଦ୍ଭାବେ. ଈ+ କୃ ଧାତୁ+କର୍ମ. ତ) — ମକଦମାରେ ହାରି ଥିବା — Worsted in a case