ଅଧରା Adharā

  • ସଂ. ବି. ସ୍ତ୍ରୀ. (ଅଧରା+ଆ) — ଅଧରର ସ୍ତ୍ରୀଲିଙ୍ଗ — Feminine of Adhara
  • ସଂ. ବି. ସ୍ତ୍ରୀ — ମନୁଷ୍ୟର ଠିକ୍ ଗୋଡତଳେ ଥିବା ପୃଥିବୀର ଆର ପାଖେ ଆକାଶର କଳ୍ପିତ ବିନ୍ଦୁ — The nadir
  • ସଂ. ବି. ସ୍ତ୍ରୀ — ଦକ୍ଷିଣ ଦିଗ — The south
  • ଦେ. ବିଣ. (ସଂ. ଅଧୃତ) — ଅଧୃତ; ଧରା ହୋଇ ନ ଥିବା — Uncaught; unheld
  • ଦେ. ବିଣ. (ସଂ. ଅଧୃତ) — (ପୁଂ) ଯେଉଁ ଅଣ୍ଡିରା ବାଛୁରୀ ଧରା ହୋଇ ନ ଥାଏ ଅର୍ଥାତ୍ ଯାହାର ମୁଷ୍କ ଛେଦନ କରାଯାଇ ନ ଥାଏ — Uncastrated (bull-calf)
  • ଦେ. ବିଣ. (ସଂ. ଅଧୃତ) — (ସ୍ତ୍ରୀ) ବାଛୁରୀ ଜନ୍ମ କରିବା ପରେ ଯେଉଁ ଗାଈ ଧରା ହୋଇ ନଥାଏ ଅର୍ଥାତ୍ ଯାହାକୁ 'ଫୁଙ୍କା' ହୋଇ ନ ଥାଏ — (a cow) Not yet subjected to the process of blowing after giving birth to calf