ଅଧରାତିଆ Adharātiā

  • ଦେ. ବିଣ. (ସଂ. ଅର୍ଦ୍ଧ+ରାତ୍ରୀୟ) — ଅଧ ରାତିରେ ଘଟିବା — Talking place at midnight or in the middle of the night
  • ଦେ. ବିଣ. (ସଂ. ଅର୍ଦ୍ଧ+ରାତ୍ରୀୟ) — କୌଣସି କାର୍ଯ୍ୟକୁ ଅଧରାତିରେ କରିବାର ଯାହାର ଅଭ୍ୟାସ ଅଛି — Accustomed to doing things at midnight or in the middle of the night