ଅଧରୋତ୍ତର Adharottara

  • ସଂ. ବିଣ. (ଦ୍ବନ୍ଦ; ଅଧର+ଉତ୍ତର) — ତଳର ଓ ଉପରର — Upper And lower
  • ସଂ. ବିଣ. (ଦ୍ବନ୍ଦ; ଅଧର+ଉତ୍ତର) — ଉଚ୍ଚତର ଓ ନିମ୍ନତର — Higher and lower
  • ସଂ. ବିଣ. (ଦ୍ବନ୍ଦ; ଅଧର+ଉତ୍ତର) — ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ — Prior and later
  • ସଂ. ଅ — ଉପର ପାଖ ତଳ ଆଡ଼କୁ ଓ ତଳ ପାଖ ଉପର ଆଡକୁ, ଏହିପରି ଭାବରେ — Upside down; topsy-turvy
  • ସଂ. ଅ — ନିକଟରେ ଓ ଦୂରରେ — Nearer and farther
  • ସଂ. ଅ — ଉପରେ ଓ ତଳେ — Up and down
  • ସଂ. ଅ — ଉପରଆଡ଼କୁ ଓ ତଳଆଡ଼କୁ — Upwards and downwards