ଅଦ୍ୟତନୀ Adyatanī

  • ସଂ. ବିଣ. (ଅଦ୍ୟତନ+ଈ) — ଅଦ୍ୟତନର ସ୍ତ୍ରୀ ଲିଙ୍ଗ — Feminine of Adyatana
  • ସଂ. ବି. (ବ୍ୟାକରଣ) — ଅଦ୍ୟତନ ଭୂତକାଳ — The Aorist tense