ଅଦ୍ୟତନ Adyatana

  • ସଂ. ବିଣ. (ଅଦ୍ୟ+ଘଟିବା ଅର୍ଥରେ. ତନ) — ଆଜି ଘଟିବା (ବିଷୟ ବା ଘଟନା) — Happening today
  • ସଂ. ବିଣ. (ଅଦ୍ୟ+ଘଟିବା ଅର୍ଥରେ. ତନ) — ଆଜି ସମ୍ବନ୍ଧୀୟ — Relating to today
  • ସଂ. ବିଣ. (ଅଦ୍ୟ+ଘଟିବା ଅର୍ଥରେ. ତନ) — ଆଜି କାଲି ପ୍ରଚଳିତ — Current now-a-days
  • ସଂ. ବିଣ. (ଅଦ୍ୟ+ଘଟିବା ଅର୍ଥରେ. ତନ) — ଆଧୁନିକ — Modern
  • ସଂ. ବି — ଆଜି ଦିନର ସମ୍ପୂର୍ଣ୍ଣ ଦିବସଟି (ଦିନ ରାତି 8 ପ୍ରହର) ଅର୍ଥାତ୍ ଆଜିଭୋରଠାରୁ କାଲି ଭୋର ପର୍ଯ୍ୟନ୍ତ — ଆଜି ଦିନର ସମ୍ପୂର୍ଣ୍ଣ ଦିବସଟି (ଦିନ ରାତି8ପ୍ରହର) ଅର୍ଥାତ୍ ଆଜିଭୋରଠାରୁ କାଲି ଭୋର ପର୍ଯ୍ୟନ୍ତ— The Whole of today (consisting of 24 hours)