ଅଦ୍ୟଭକ୍ଷ Adyabhaksha

  • ଦେ. ବି. (ସଂ. ଅଦ୍ୟ+ଭକ୍ଷ ଧାତୁ) ଯାହାର ବାସି ଓଳିକି ଦାନା ନାହିଁ; ଯେଉଁ ବ୍ୟକ୍ତିର କାଲି ଖାଇବା ପାଇଁକି ସମ୍ବଳ ନାହିଁ — Living from hand to mouth; having nothing to spare for tomorrow's meal
  • ଦେ. ବି. (ସଂ. ଅଦ୍ୟ+ଭକ୍ଷ ଧାତୁ) ଅତି ଗରିବ — Very poor; indigent