ଅଦ୍ୟପ୍ରଭୃତି Adyaprabhṛuti

  • ସଂ. ଅ. (ଅଦ୍ୟ+ପ୍ରଭୃତି) — ଆଜିଦିନଠାରୁ — From today
  • ସଂ. ଅ. (ଅଦ୍ୟ+ପ୍ରଭୃତି) — ବର୍ତ୍ତମାନ ସମୟରୁ ଆରମ୍ଭ କରି — Henceforth; henceforward