ଅଦ୍ରବ୍ୟ Adrabya

  • ସଂ. ବି—(ଅ+ଦ୍ରବ୍ୟ) — ଅପଦାର୍ଥ; ମନ୍ଦ ବସ୍ତୁ — Bad or worthless thing
  • ସଂ. ବି—(ଅ+ଦ୍ରବ୍ୟ) — ଅନୁପଯୋଗୀ ବସ୍ତୁ — Unfit thing
  • ସଂ. ବି—(ଅ+ଦ୍ରବ୍ୟ) — ଅବ୍ୟବହାର୍ଯ୍ୟ ବସ୍ତୁ — Unless thing
  • ସଂ. ବି—(ଅ+ଦ୍ରବ୍ୟ) — ଅଯୋଗ୍ୟ ବା ନିକୃଷ୍ଟ ଛାତ୍ର ବା ଶିଷ୍ୟ — Worthless pupil
  • ସଂ. ବିଣ — ଦ୍ରବ୍ୟହୀନ; ସମ୍ପତ୍ତିହୀନ — Having no possession
  • ସଂ. ବିଣ — ଧନହୀନ; ଗରିବ — poor
  • ସଂ. ବିଣ — ଅଯୋଗ୍ୟ; ଅନୁପଯୁକ୍ତ — Unfit; improper
  • ସଂ. ବିଣ — ମନ୍ଦ — Bad
  • ସଂ. ବିଣ — ନାରଖାର — Neglected
  • ଦେ. ବିଣ. (ଆଧୁନିକ ବିଜ୍ଞାନପରିଭାଷା) (ଅ+ଦ୍ରବ+ଯ) — ଯାହା ମିଳାଇ ଯାଏନାହିଁ — Insoluble
  • ଦେ. ବିଣ. (ଆଧୁନିକ ବିଜ୍ଞାନପରିଭାଷା) (ଅ+ଦ୍ରବ+ଯ) — (ପ୍ରାଣକୃଷ୍ଣ ପରିଜା)