ଅଦ୍ୟାବଧି Adyābadhi

  • ସଂ. ଅ. (ଅଦ୍ୟ+ଅବଧି) — ଆଜିଠାରୁ; ଏହି ସମୟରୁ — Henceforth; from today; from the present
  • ସଂ. ଅ. (ଅଦ୍ୟ+ଅବଧି) — ଆଜି ପର୍ଯ୍ୟନ୍ତ — Till today; till now
  • ସଂ. ବିଣ — ଯାହା ଆଜିଠାରୁ ଆରମ୍ଭ ହେଲା — Beginning today (M.W.)
  • ସଂ. ବିଣ — ଯାହା ଆଜି ଶେଷ ହେଲା — Ending today (M.W.)