ଅଦ୍ରବ Adraba

  • ସଂ. ବି (ଅ+ଦ୍ରବ) — ଅତରଳ ବସ୍ତୁ; ଘନ ବା ବାୟବୀୟ ବସ୍ତୁ — Not liquid i.e., a solid or gas
  • ସଂ. ବିଣ — ଅତରଳ— ଯାହା ପାଣିଆ ନୁହେ — Not liquid