ଅଦ୍ରାବଳି Adrābaḻi

  • ଗ୍ରା. ବି. (ସଂ. ଆର୍ଦ୍ରା) — ଏହା ଆର୍ଦ୍ରାନକ୍ଷତ୍ରପରି ନାଲିଆ ଦେଖାଯିବାରୁ) ଏକପ୍ରକାର ବାଣ — A kind of firework bursting like stars in the sky
  • ଗ୍ରା. ବି. (ସଂ. ଆର୍ଦ୍ରା) — ଆର୍ଦ୍ରାନକ୍ଷତ୍ର — The 6th lunar mansion
  • ଗ୍ରା. ବି. (ସଂ. ଆର୍ଦ୍ରା) — (ସଂ. ଆର୍ଦ୍ରା+ଆବଳି)—ଆର୍ଦ୍ରାନକ୍ଷତ୍ର ସମନ୍ୱିତ କାଳପୁରୁଷ ନାମକ ନକ୍ଷତ୍ର ପୁଞ୍ଜ — The constellation of Orion
  • ଗ୍ରା. ବି. (ସଂ. ଆର୍ଦ୍ରା) — ପୂର୍ବେ ଅଦ୍ରାବଳୀ ପଶ୍ଚିମେ ରୋଇ / ନାଥ ବୋଲେ ପୁତାରେ ନିଶ୍ଚେ ଯିବ ଧୋଇ। ଡାକବଚନ।