ଅଦୋଷରେ Adoshare

  • ଦେ. କ୍ରି. ବିଣ — ବିନା ଅପରାଧରେ — Without any fault; in the absence of any fault
  • ଦେ. କ୍ରି. ବିଣ — (ଯଥା; ଅଦୋଷରେ ଦଣ୍ଡିବା ରାଜାଙ୍କର ଗୁଣ ନୁହେ।)